About Us

ଲୋକ ସମସ୍ୟାର ନିର୍ଭୀକ ନିଷ୍ପକ୍ଷ ଏବଂ ସତ୍ୟର ବାର୍ତ୍ତାବହ–ଜନମତ ନ୍ୟୁଜ—ତୃଣମୂଳ ସ୍ତରରେ ନିରୀହ ନିଷ୍ପେସିତ ଜନତାଙ୍କର ସ୍ୱର, ଦେଶବିଦେଶର ଛୋଟବଡ଼ ଖବର ସହ କୃଷି, କଳା, ମନୋରଞ୍ଜନ, କବି, କବିତା, ବାସ୍ତୁ ସମସ୍ୟା, ରାଶିଚକ୍ର ଇତ୍ୟାଦି ସାମଗ୍ରିକ ବିଷୟ ବସ୍ତୁର ବାର୍ତ୍ତାବହ “ଜନମତ ନ୍ୟୁଜ” ସହ ସମ୍ପର୍କ କରନ୍ତୁ,ଆମେ ପହଞ୍ଚିବୁ ଆପଣଙ୍କ ପାଖରେ !!!”ଜନମତ ନ୍ୟୁଜ” ସଦାସର୍ବଦା ସାଧାରଣ ଲୋକଙ୍କ ସ୍ୱରକୁ ଶାଣିତ କରିବା ପ୍ରଥମ ପ୍ରାଥମିକତା ଦେଇଥାଏ । ଆପଣ ମାନଙ୍କର ସେବା ପାଇଁ ସର୍ବଦା ଉପଲବ୍ଧ ଜଗମୋହନ ପଟ୍ଟନାୟକ, ଚିଫ୍ ଏଡ଼ିଟର/ ଫାଉଣ୍ଡର ଜନମତ ଟିଭି,ଜନମତ ନ୍ୟୁଜ ପୋର୍ଟାଲ ।

ମୁଖ୍ୟ କାର୍ଯ୍ୟାଳୟ:- ଭୁବନେଶ୍ୱର,ଚନ୍ଦ୍ରଶେଖପୁର

ଯୋଗାଯୋଗ:-7750033111

ଇ ମେଲ ଠିକଣା :- janamatatv@gmail.com

error: Content is protected !!